
The 106-year-old chef Mastannamma (୧୦୬ ବର୍ଷର ୟୁ ଟ୍ୟୁବ ସେଫ )
Sunday, 7 May 2017
Comment
The 106-year-old chef Mastannamma (୧୦୬ ବର୍ଷର ୟୁ ଟ୍ୟୁବ ସେଫ )
ମସ୍ତନ୍ନମ୍ମା ଘର ଆନ୍ଧ୍ରପ୍ରଦେଶ । ଆଉ ସେ ହେଉଛନ୍ତି ଲୋକପ୍ରିୟ ସୋସିଆଲ ନେଟୱର୍କିଂ ସାଇଟ ୟୁଟୁବ ର ସବୁଠାରୁ ବୟସ୍କ ୟୁଟୁବର । ୧୦୭ ବର୍ଷରେ ମଧ୍ୟ ସେ ଯୁଟୁବ ରେ ରୋଷେଇ ଟ୍ୟୁଟୋରିଅଲ ଦେଇ ସେ ଏବେ ଲୋକପ୍ରିୟ ହୋଇପାରିଛନ୍ତି । ଏବେ ମସ୍ତନମ୍ମାଙ୍କର ଯୁଟୁବରେ ତାଙ୍କ ଚ୍ୟାନେଲ "କଣ୍ଟ୍ରି ଫୁଡସ" ର ସବସ୍କ୍ରାଇବର ସଂଖ୍ୟା ୨,୪୬,୬୭୭ ରୁ ଅଧିକ ।
0 Response to "The 106-year-old chef Mastannamma (୧୦୬ ବର୍ଷର ୟୁ ଟ୍ୟୁବ ସେଫ )"
Post a Comment